ୟାସକୁ ନେଇ ମୟୂରଭଞ୍ଜରେ ଆତଙ୍କ: ୬୧ ହଜାରରୁ ଅଧିକ ନାଗରିକ ହେଲେଣି ସ୍ଥାନାନ୍ତର

ବାରିପଦା: ଫାଇଲିନ, ଫନି ଓ ଅମ୍ଫାନ ବାତ୍ୟାର ଭୟାବହତାକୁ ଭୁଲିନଥିବା ମୟୂରଭଞ୍ଜବାସୀଙ୍କ ପାଇଁ ବାତ୍ୟା ୟାସ ପୁନର୍ବାର ଭୟ ସଂଚାର କରିଛି। ଆଜି ସକାଳ ସୁଦ୍ଧା ଜିଲ୍ଲାରୁ ୬୧ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଗଲାଣି। ଆଜି ସକାଳୁ ଜିଲ୍ଲାରେ ବର୍ଷା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସେହିପରି ପଵନର ବେଗ ମଧ୍ୟ ବଢୁଛି। ଆଜି ଜିଲ୍ଲାରେ ହାରାହାରି ୬୨.୬୫ ମିମି ବର୍ଷା ରେକର୍ଡ କରାଯାଇଛି। … Continue reading ୟାସକୁ ନେଇ ମୟୂରଭଞ୍ଜରେ ଆତଙ୍କ: ୬୧ ହଜାରରୁ ଅଧିକ ନାଗରିକ ହେଲେଣି ସ୍ଥାନାନ୍ତର